Subscribe to our newsletter and get exclusive fact checking news everyweek
Thank you You are now subscribed to our newsletter
ନୂଆଦିଲ୍ଲୀ ବିଶ୍ୱାସ ନ୍ୟୁଜ୍ । ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ଏକ ବଡ଼ ଭିଡ଼ ଦେଖାଯାଉଛି। ଭିଡ଼ ମଧ୍ୟରେ ପାଲେଷ୍ଟାଇନ୍ ପତାକା ମଧ୍ୟ ଦେଖିବାକୁ ମିଳୁଛି। ପୋଷ୍ଟରେ ଏହି ଭିଡିଓକୁ ଗାଜାକୁ ସମର୍ଥନ...